भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Accused

ଅଭିଯୁକ୍ତ

Achievement

ସଫଳତା, ସିଦ୍ଧି, କୃତି,ଉପଲବ୍ଧି, ସଫଳ ସଂପାଦନ

Acknowledgement

ପ୍ରାପ୍ତି ସ୍ୱୀକାର , ସ୍ୱୀକୃତି, ସ୍ୱିକୃତି ପତ୍ର

Acknowledgement due

ପ୍ରାପ୍ତି ସ୍ୱୀକୃତି

Acquaintance

ପରିଚିତ କରାଇବା, ଅବଗତ କରାଇବା

Acquisition

ଅର୍ଜନ, ଅଧିକାରଭୁକ୍ତ କରଣ

Acquittance

ପ୍ରାପ୍ତି ସ୍ୱୀକାରପତ୍ର, ପ୍ରାପ୍ତିସୂଚକ ରସିଦ

Act

ଅଧିନିୟମ, କାର୍ଯ୍ୟ, ଅଙ୍କ, କାର୍ଯ୍ୟ କରିବା, ଅଭିନୟ କରିବା, ଆଚରଣ କରିବା

Acting allowance

କାର୍ଯ୍ୟକାରୀ ଭତ୍ତା

Action

କାର୍ଯ୍ୟାନୁଷ୍ଠାନ, କ୍ରିୟା, କାର୍ଯ୍ୟ, ବ୍ୟବହାର, ଗତିବିଧି

Action plan

କାର୍ଯ୍ୟ ଯୋଜନା

Active

ସକ୍ରିୟ କରିବା, ସକ୍ରିୟ, ଉଦ୍ୟୋଗୀ, କର୍ମଠ, କ୍ରିୟାଶୀଳ

Actively

ସକ୍ରିୟ ଭାବେ, ତତ୍ପରତା, ସହିତ

Activist

କ୍ରିୟାକଳାପ

Act of God

ଦୈବୀ ଘଟଣା

Act of misconduct

ଅସଦାଚରଣ, ଦୁର୍ବ୍ୟବହାର

Acts of commission and omission

ଭୁଲଚୁକ

Actual

ବାସ୍ତବ, ବାସ୍ତବିକ, ଯଥାର୍ଥ

Actuals

ବାସ୍ତବ ଆୟ ବା ବ୍ୟୟ

Adaptation

ଆବଶ୍ୟକତାନୁସାର ବସ୍ତୁକୁ ଉପଯୋଗୀ କରିବା, ଖାପ ଖୁଆଇ ନେବା

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App