भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234567Next >

Labour

ଶ୍ରମ, ଶ୍ରମିକ ବର୍ଗ, ସନ୍ତାନ ପ୍ରସବ କଷ୍ଟ, ଶ୍ରମ କରିବା, ଖଟିବା

Labour charges

ମଜଦୁରୀ, ମଜୁରୀ

Labour contract

ଶ୍ରମିକ ଠିକା

Labour court

ଶ୍ରମନ୍ୟାୟାଳୟ

Labour dispute

ଶ୍ରମିକ ବିବାଦ

Labour force

ଶ୍ରମିକ ଶକ୍ତି

Labour laws

ଶ୍ରମିକ ଆଇନ

Labour room

ପ୍ରସୂତି କକ୍ଷ

Labour union

ଶ୍ରମିକ ସଂଘ

Labour welfare

ଶ୍ରମ କଲ୍ୟାଣ, ଶ୍ରମ ମଙ୍ଗଳ

Land aquisition

ଭୂ-ଅର୍ଜନ

Land mark

ଭୁଚିହ୍ନ, ବିଶିଷ୍ଟ ସ୍ଥାନ, ଯୁଗାନ୍ତକାରୀ ଘଟଣା

Land records

ଭୂ- ଅଭିଲେଖ, ଜମି-ଦଲିଲ

Land reforms

ଭୂ-ସଂସ୍କାର, ଭୂମି-ସୁଦାର

Land revenue

ଭୂ-ରାଜସ୍ୱ

Land settlement

ବନ୍ଦୋବସ୍ଥ

Land tenure

ଭୂ-ସ୍ୱତ୍ୱ

Land use certificate

ଭୂ-ଉପଯୋଗ ପ୍ରମାଣ ପତ୍ର

Lapse

ବିତିଯିବା, ସମାପ୍ତ ହେବା, ଚ୍ୟୁତ ହେବା, ଚ୍ୟୁତି, ସମାପ୍ତି, ତ୍ରୁଟି ପ୍ରମାଦ, ଭ୍ରମ, ଅସାବଧାନତା

Large scale

ବୃହଦାକାର, ବ୍ୟାପକ, ବହୁଳ
< previous1234567Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App