भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous12345Next >

Name card

ନାମ କାର୍ଡ

Narcotic

ନିଦ୍ରାକାରକ, ନିଦ୍ରାକାରକ ଔଷଧ

Narrative appraisal

ବର୍ଣ୍ଣନାତ୍ମକ ମୂଲ୍ୟାଙ୍କନ

Narrator

ବର୍ଣ୍ଣନକର୍ତ୍ତା, ବାଚକ

Nation

ରାଷ୍ଟ୍ର, ଜାତି, ଦେଶ

National

ରାଷ୍ଟ୍ରୀୟ, ଜାତୀୟ

Nationalism

ରାଷ୍ଟ୍ରୀୟତା, ରାଷ୍ଟ୍ରବାଦ

Nationality

ରାଷ୍ଟ୍ରୀୟତା, ଜାତୀୟତା

Nationalization

ଜାତୀ ୟ କରଣ, ରାଷ୍ଟ୍ରୀୟ କରଣ

National language

ରାଷ୍ଟ୍ରୀୟ ଭାଷା

National savings certificate

ରାଷ୍ଟ୍ରୀୟ ସଂଚୟ ପ୍ରମାଣପତ୍ର

Native

ଦେଶୀ, ଦେଶୀୟ, ଦେଶକ, ଜନ୍ମଜାତ, ଆଦି ନିବାସୀ, ମୂଳ ନିବାସୀ

Natural

ପ୍ରାକୃତିକ, ସ୍ୱାଭାବିକ, ସାଧାରଣ, ନିୟତ

Naturalization

ଦେଶୀୟକରଣ

Naval force

ନୌ ବଳ

Navigable

ସୁନାବ୍ୟ, ନାବ ଚଳାଚଳଯୋଗ୍ୟ

Navigation

ନୌରପରିବହନ, ନୌଚାଳନ

Nayes

ନାଁ-ପକ୍ଷ

Necessary action

ଆବଶ୍ୟକ ପଦକ୍ଷେପ, ଦରକାରୀ କ୍ରିୟା

Needful

ପ୍ରୟୋଜନୀଯ, ଲୋଡ଼ା, ଦରକାରୀ
< previous12345Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App