भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous123456Next >

Oath

ଶପଥ, ହଲପ

Oath of allegiance

ନିଷ୍ଠା ଶପଥ

Oath of office

ପଦ ଶପଥ

Obedience

ଆଜ୍ଞାଧୀନତା, ଆଜ୍ଞାକାରିତା

Obituary

ମୃତ୍ୟୁ ସୂଚନା, ମୃତ୍ୟୁସୂଚକ

Object

ବସ୍ତୁ, ପଦାର୍ଥ, ଉଦ୍ଦେଶ୍ୟ, କର୍ମ, ଆପତ୍ତି କରିବା, ପ୍ରତିବାଦ କରିବା

Objection

ଆପତ୍ତି, ବିରୋଧ, ଅସମ୍ମତି

Objective

ଉଦ୍ଦେଶ୍ୟ, ବସ୍ତୁନିଷ୍ଠ, ବାସ୍ତବିକ

Objects and reasons

ଉଦ୍ଦେଶ୍ୟ ଓ କାରଣ

Obligatory

ବାଧ୍ୟତାମୂଳକ, ଅବଶ୍ୟ କରଣୀୟ, ନିଶ୍ଚିତ ପ ାଳନୀୟ

Obscene

ଅଶ୍ଳୀଳ, ଅଶିଷ୍ଠ, କୁତ୍ସିତ

Obscene gesture

ଅଶ୍ଲୀଳ ହାବଭାବ

Observer

ପାଳନକର୍ତ୍ତା, ପର୍ଯ୍ୟବେକ୍ଷକ, ମନ୍ତବ୍ୟଦାତା, ନିରୀକ୍ଷକ

Obsolete

ଅପ୍ରଚଳିତ, କ୍ରମଲୁପ୍ତ, ପୁରାତନ

Obstruction

ବାଧା, ଅବରୋଧ, ଅନ୍ତରାୟ

Obvious

ସ୍ପଷ୍ଟ, ପତ୍ୟକ୍ଷ, ପ୍ରକଟ

Occasional

ସାମୟିକ, ଅନିୟମିତ, ପ୍ରାସଙ୍ଗିକ

Occupancy

ଭୋଗଦଖଲ, ଅଧିଭୋଗ

Occupant

ଭୋଗଦଖଲକାରୀ, ଅଧିଭୋଗୀ

Occupation

ବୃତ୍ତି ସମ୍ବନ୍ଧୀୟ, ବତ୍ତିଗତ, ବ୍ୟବସାୟିକ, ଦଖଲ ସମ୍ବନ୍ଧୀୟ
< previous123456Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App