भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234567891617Next >

Race

ଦୌଡ଼, ମାନବ ଜାତି, ମୂଳବଂଶ, ପ୍ରଜାତି, ଦୌଡ଼ ପଡିଆ

Racial discrimination

ବର୍ଣ୍ଣଗତ ଭେଦଭାବ, ପ୍ରଜାତି ଭେଦ

Rack

ଯନ୍ତ୍ରଣା, ଥାକ, ଆଧାର, ଧ୍ୱଂସ, ବିନାଶ, ଯନ୍ତ୍ରଣା ଦେବା

Raid

ଚଢ଼ଉ କରିବା

Railway

ରେଳପଥ, ରେଳବାଇ

Raise (pay)

ଡୋଳିବା, ଉଠାଇବା, ବୃଦ୍ଧି କରିବା

Random

ଯାଦୃଚ୍ଛିକ, ଅନିୟତ

Random sampling

ଯାଦୃଚ୍ଛିକ ପ୍ରତିଚୟନ, ଅନିୟତ ପ୍ରଚିଚୟନ

Range

ବିସ୍ତାର, ପରିସର, ଶ୍ରେଣୀ, ମାଳା, ରେଞ୍ଜ, ଚକଲା, ଲାଖବିନ୍ଧା ଜାଗା,

Rank

ପାହ୍ୟ, ପଦ, ଶ୍ରେଣୀ, ପତ୍ରବହୁଳ

Rank and file

ସାଧରଣ ସୈନ୍ୟ, ସାଧାରଣଲୋକ

Ranking

ଶ୍ରେଣୀକ୍ରମ, ଶ୍ରେଣୀ କରଣ, ପାହ୍ୟା କ୍ରମ, ପଦ କ୍ରମ

Rapid action force (RAF)

ଦ୍ରୁତ କାର୍ଯ୍ୟାନୁଷ୍ଠାନ ବଳ

Rare

ବିରଳ, ଦୁର୍ଲଭ, ଅସାମାନ୍ୟ

Rash

ଅପରିଣାମଦର୍ଶୀ, ବେପରୁଆ, ଅଖାଡୁଆ, କୁଣ୍ଡିଆ, ବିସ୍ଫୋଟକ

Ratable value

ଦରଯୋଗ୍ୟ ମୂଲ୍ୟ

Rate

ହାର, ଦର, ମୂଲ୍ୟ ନିର୍ଦ୍ଧାରଣ, ମୂଲ୍ୟ

Rate contract

ଦର-ଠିକଣା

Rate list

ଦର ତାଲିକା

Ratification

ଅନୁସମର୍ଥନ, ପରିଗ୍ରହଣ
< previous1234567891617Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App