भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Ulterior motive

ଗୁପ୍ତ ଅଭିପ୍ରାୟ

Ultimate

ଚରମ, ଅନ୍ତିମ

Ultimate consignee

ଅନ୍ତିମ ମାଲ ଗ୍ରହୀତା

Ultimate cost

ଅନ୍ତିମ ପରିବ୍ୟୟ/ଖର୍ଚ୍ଚ

Ultimate goal

ଅନ୍ତିମ ଲକ୍ଷ୍ୟ

Ultimately

ଅନ୍ତତଃ, ଶେଷରେ

Ultimately objective

ଅନ୍ତିମ ଉଦ୍ଦେଶ୍ୟ

Ultimatum

ଚରମ ପତ୍ର, ଶେଷ କଥା

Ultimo

ବିଗତ ମାସର

Ultravires

ଅଧିକାରାତୀତ

Umpire

ନିର୍ଣ୍ଣେତା, ଖେଳ ବିଚାରକ, ଅମ୍ପାୟାର

Unacceptable

ଅଗ୍ରାହ୍ୟ, ଅସ୍ୱୀକାର୍ଯ୍ୟ

Unaccompanied baggage

ଅସଙ୍ଗୀ ଆସବାବପତ୍ର

Unaided

ଅଣସାହାଯ୍ୟପ୍ରାପ୍ତ

Unambiguous

ସୁସ୍ପଷ୍ଟ, ଅସନ୍ଦିଗ୍ଧ

Unanimity

ସର୍ବସମ୍ମତି, ମତୈକ୍ୟ

Unanimous

ସର୍ବସମ୍ମତ

Unanimous decision

ସର୍ବସମ୍ମତ ନିର୍ଣ୍ଣୟ, ଏକମତ

Unassuming

ବିନୂତ, ନିରଭିମାନ

Unattached

ଅନାସକ୍ତ, ଅସଂଲଗ୍ନ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App