Odia-Koya Sabdakosa
Published by Academi of Tribal Language and Culture, Govt. of Odisha
ଅଇଁଠା
ଏଙ୍ଗୂଲ୍
ଅକଲଗୁଡୁମ୍
ବୁଦ୍ଧୱାୱା
ଓଡ଼ିଆ ବାକ୍ୟ (Odia Sentence): ମୋରମନ ଅକଲଗୁଡୁମ୍ ହେଲା
କୋୟା ବାକ୍ୟ (Koya Sentence): ନା’ମାନ୍ଦା ବୁଦ୍ଧ ୱାଦିଲ୍ଲି
ଅଙ୍କୃଶକୃମି
ଏରେ
ଅଙ୍କନ
ସିନ୍ନେୱାନ୍ନେ
ଅଖା
ବାସ୍ତା
ଅଙ୍ଗପ୍ରତ୍ୟଙ୍ଗ
କାଇଗାଲ୍
ଓଡ଼ିଆ ବାକ୍ୟ (Odia Sentence): ମୋର ଅଙ୍ଗପ୍ରତ୍ୟଙ୍ଗ ଅଛି
କୋୟା ବାକ୍ୟ (Koya Sentence): ନାକିଙ୍ଗ୍ କାଇଗା’ଲ ମିନ୍ଦେ
ଅଗଣା
ଆଙ୍ଗାଡ଼ / ଘାଦ୍
ଅଜ୍ଞାନ
ଜ୍ଞାନ୍ଇଲୱନ୍
ଅର୍ଚ୍ଚନା କରିବା
ମୁରଙ୍ଗନାଦ୍
ଓଡ଼ିଆ ବାକ୍ୟ (Odia Sentence): ଠାକୁରଙ୍କୁ ଅର୍ଚ୍ଚନା କର
କୋୟା ବାକ୍ୟ (Koya Sentence): ଦେୱୁଡ୍ତିଙ୍କ୍ ମୁରଗା
ଅଜା
ତାତା
ଅଜୀର୍ଣ୍ଣ
ଆର
ଅରୁଆଚାଉଳ
ଆଡ଼ୱାନୂକା
ଅଟାକଳ
ପିଣ୍ଡମିଲ୍
ଅଟକାଇବା
ଆମ୍ପାନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୁଁ ଅଟକାଇଲି
କୋୟା ବାକ୍ୟ (Koya Sentence): ନାନ୍ନା ଆମ୍ପଥାନ୍
ଅଠା
ବାକ୍କାର
ଅଣ୍ଟାସୂତାବନ୍ଧ
ପା’ନୋଡ଼େ ତୋଃମୁଟ୍
ଅଣ୍ଟାସୂତା
ପା’ନୋଡ଼ି
ଅଣ୍ଟା
ଟିକ୍କଡ଼
ଓଡ଼ିଆ ବାକ୍ୟ (Odia Sentence): ମୋର ଅଣ୍ଟାଦୌଡ଼ି ଅଛି
କୋୟା ବାକ୍ୟ (Koya Sentence): ନାକିଙ୍ଗ୍ ଟିକ୍କିଡ଼୍ ନୋତେ ମିନ୍ଦେ
ଅଣ ନାତୁଣୀ
ନାତୀପିକିର
ଅଣନାତି